ଦଳ ବିରୋଧୀ ମୁହଁ ଲୁଚାଇ ଦୌଡ଼ିଲେ

ଭୁବନେଶ୍ୱର: ଲୁଚିଲେ, ଦୌଡ଼ିଲେ ଆଉ ଶେଷରେ ଲାଙ୍ଗୁଡ଼ ଜାକି ଅଡ଼ିଟୋରିୟମରେ ପଶି ଗଲେ। ଆଜି ଶଙ୍ଖ ଭବନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଏମଜିରେ ଗଣଧାରଣା ପାଇଁ ଶଙ୍ଖ ଭବନରେ ଏକାଠି ହୋଇଥିଲେ ଦଳର ସମସ୍ତ ବିଧାୟକ ପ୍ରାର୍ଥୀ, ସାଂସଦ …

ଦଳ ବିରୋଧୀ ମୁହଁ ଲୁଚାଇ ଦୌଡ଼ିଲେ Read More

ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ଏହି ୭ ନେତାଙ୍କ ନାଁ

ଭୂବନେଶ୍ବର: ଶୃଙ୍ଖଳା କମିଟି ଗଠନ କରିଛି ବିଜୁ ଜନତା ଦଳ । ଏହି ଶୃଙ୍ଖଳା କମିଟିରେ ରହିଛି ୭ ଜଣକ ନାଁ। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲୀକ, ସାରଦା ପ୍ରସନ୍ନ …

ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ଏହି ୭ ନେତାଙ୍କ ନାଁ Read More

କର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲରେ ଦୁଇ ଦିନ ମାଗଣା ଚିକିତ୍ସା

କର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ପ୍ରଦାନବ୍ରହ୍ମପୁର, ୨୬/୦୯ : କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ …

କର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲରେ ଦୁଇ ଦିନ ମାଗଣା ଚିକିତ୍ସା Read More

ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଗୁରୁତ୍ୱ,ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ

ଭୁବନେଶ୍ୱର , ୨୭/୦୮: ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ …

ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଗୁରୁତ୍ୱ,ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ Read More

ସୁଭଦ୍ରା ଯୋଜନା ନେଇ କଡ଼ା ମନ୍ତବ୍ୟ ଦେଲେ ନବୀନ, ହୋଇପାରେ ଯୋଜନାରେ ପରିବର୍ତ୍ତନ…

ଆଜି ଜାରି ହୋଇଥିବା ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ଉପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା …

ସୁଭଦ୍ରା ଯୋଜନା ନେଇ କଡ଼ା ମନ୍ତବ୍ୟ ଦେଲେ ନବୀନ, ହୋଇପାରେ ଯୋଜନାରେ ପରିବର୍ତ୍ତନ… Read More

କଣ CM ବାଇଟ ଦେବେ ?

ଭୁବନେଶ୍ୱର: ସମୟ ପ୍ରାୟ ସନ୍ଧ୍ୟା ୫ଟା। ସ୍ଥାନ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ। ପ୍ରସଙ୍ଗ ଥାଏ ବିଧାୟକ ଦଳ ବୈଠକ। ହଟାତ ଏକ ପୋଡ଼ିଅମ ଆସି ଥୁଆ ହେଲା ଶଙ୍ଖ ଭବନର ତଳ ମହଲାରେ ସାମ୍ବାଦିକ ସମସ୍ତେ …

କଣ CM ବାଇଟ ଦେବେ ? Read More

ମା’ ମାନେ କାନ୍ଦିବା ପାଇଁ ବିଜେପି ଦାୟୀ : ବର୍ଷିଲେ ପାଣ୍ଡିଆନ

୯ ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ। ବାହାରୁ …

ମା’ ମାନେ କାନ୍ଦିବା ପାଇଁ ବିଜେପି ଦାୟୀ : ବର୍ଷିଲେ ପାଣ୍ଡିଆନ Read More

ସମୀରଙ୍କୁ ଡେଇଁଲା କି ପ୍ରଶାନ୍ତ ଜଗଦ୍ଦେବ ଭୂତ ?

ହିଂସାର ସବୁ ସୀମା ଟପିଗଲା ବିଜେପି । ନିମାପଡ଼ାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ପିପିଲି ବିଧାୟକ ତଥା ବିଜେଡିର ନିମାପଡ଼ା ପର୍ଯ୍ୟବେକ୍ଷକ ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ । ରୁଦ୍ରଙ୍କ ଗାଡି ଉପରକୁ ଢେଲାପଥର ମାଡ଼ । ଅଶାଳୀନ ଭାଷାରେ ଗାଳିଗୁଲଜ …

ସମୀରଙ୍କୁ ଡେଇଁଲା କି ପ୍ରଶାନ୍ତ ଜଗଦ୍ଦେବ ଭୂତ ? Read More

୧୯ ଦଶା ପୁଣି ଭୋଗିବେକି ବିରୋଧୀ ? ନିର୍ଣ୍ଣାୟକ ଭୂମିକାରେ ପାଣ୍ଡିଆନ

ବିରୋଧୀଙ୍କୁ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜବାବ୍ । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ ବିରୋଧୀଙ୍କୁ ପଡ଼ିବ ମହଙ୍ଗା । ଓଡ଼ିଶାବାସୀଙ୍କ ହୃଦୟରେ ରୁହନ୍ତି ନବୀନ। ଅଣ୍ଡାମାଡ ପାଇଁ ବିଜେପି ହାରିଥିଲା ୩୦ ଜିଲ୍ଲା ପରିଷଦ । ଭୋଟର ନେବେ ଅପମାନର ପ୍ରତିଶୋଧ …

୧୯ ଦଶା ପୁଣି ଭୋଗିବେକି ବିରୋଧୀ ? ନିର୍ଣ୍ଣାୟକ ଭୂମିକାରେ ପାଣ୍ଡିଆନ Read More

ପ୍ରଭାରୀ ହୋଇ କାହିଁକି ୟୁପି ଯାଉନାହାନ୍ତି ବୈଜୟନ୍ତ ପଣ୍ଡା ?

ବୈଜୟନ୍ତ ନା ଏବେ କେନ୍ଦ୍ରାପଡ଼ାର ହେଉଛନ୍ତି ନା କେନ୍ଦ୍ର ପଚାରୁଛି । ବିଜେପିରେ ବ୍ଯାକ ଡୋର୍ ଏଣ୍ଟ୍ରି ସ୍ବପ୍ନରେ ହିଁ ରହିଯାଇଛି । ଜଣେ ବେପାରୀ ରାଜନେତା, ଆତ୍ମଘୋଷିତ ଲୋକପ୍ରିୟ ନେତା । ବିଜେଡିରେ ଗୁଜବକାରୀର ଭୂମିକା ନିଭାଇ ବିଦା ହେବା …

ପ୍ରଭାରୀ ହୋଇ କାହିଁକି ୟୁପି ଯାଉନାହାନ୍ତି ବୈଜୟନ୍ତ ପଣ୍ଡା ? Read More