ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ଏହି ୭ ନେତାଙ୍କ ନାଁ

Spread the love

ଭୂବନେଶ୍ବର: ଶୃଙ୍ଖଳା କମିଟି ଗଠନ କରିଛି ବିଜୁ ଜନତା ଦଳ । ଏହି ଶୃଙ୍ଖଳା କମିଟିରେ ରହିଛି ୭ ଜଣକ ନାଁ। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲୀକ, ସାରଦା ପ୍ରସନ୍ନ ଜେନା, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର।

ଏମାନେ ପୂର୍ବରୁ ଦଳରେ ବିଭିନ୍ନ ଦାୟିତ୍ବରେ ଥିଲେ ଯଥା

ଦେବୀ ପ୍ରସାଦ ମିଶ୍ର: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ଉପସଭାପତି, ପ୍ରଦୀପ କୁମାର ଅମାତ: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ଉପସଭାପତି, ଚନ୍ଦ୍ରଶେଖର ସାହୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଥା ପୂର୍ବତନ ଲୋକସଭା ସାଂସଦ,ରାଜଶ୍ରୀ ମଲ୍ଲୀକ ଓ ଶର୍ମିଷ୍ଠା ସେଠୀ: ପୂର୍ବତନ ଲୋକସଭା ସାଂସଦ, ସାରଦା ପ୍ରସନ୍ନ ଜେନା: ବର୍ତ୍ତମାନର ବିଧାୟକ, ଲୋପାମୁଦ୍ରା ବକ୍ସିପାତ୍ର: ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା