ପଞ୍ଚମ ରାଉଣ୍ଡ ସୁଦ୍ଧା ଆଗରେ ସୁର୍ଯ୍ୟବଂଶୀ ସୁରଜ
bjp

ପଞ୍ଚମ ରାଉଣ୍ଡ ସୁଦ୍ଧା ଆଗେଇ ଚାଲିଛି ବିଜେପି । ସୂର୍ଯ୍ୟବଂଶୀ ସୂରଜ ପ୍ରାୟ ୪୩୯୨ ଭୋଟ୍ ରେ ଆଗୁଆ ଥିବା ସୂଚନା ରହିଛି । ମୋଟ 18 ଟି ରାଉଣ୍ଡ ଗଣତି ହେବାକୁ ଥିବାବେଳେ ୬ ରାଉଣ୍ଡ ଗଣତି ଶେଷ ହୋଇଛି ।

 ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୭୧୬୦ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ୨୨୭୬୮ ଭୋଟ୍ ପାଇଛନ୍ତି।  

ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୪୮୫୮ ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୧୦୦୭ ଖଣ୍ଡ ଭୋଟ୍ ପାଇଛନ୍ତି ।

Share this story