ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଟ୍ୱିଟ୍ କରି ଦେଲେ ସୂଚନା । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ । କେବଳ ସସ୍ମିତ ନୁହେଁ, ରାଜ୍ୟର ୫୧ ଜଣ ବିଧାୟକ ବର୍ତ୍ତମାନ ସୁଦ୍ଧା କୋଭିଡ ପଜିଟିଵ ହୋଇଥିବା ସୂଚନା ମିଳିଛି । ଆଜି କେବଳ ସକାଳୁ ୫ ଜଣ ବିଧାୟକ ଙ୍କ ରିପୋର୍ଟ ପଜିଟିବ ଆସିଥିବା ଜଣାପଡିଛି ।

Share this story