ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ଵାର ସମ୍ମୁଖରେ ଧାରଣା

ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ଵାର ସମ୍ମୁଖରେ ଧାରଣା

ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ପ୍ରଦୀପ ମହାରଥୀଙ୍କ ଶେଷ କ୍ରୀୟାରେ ଯଦି ଅନେକ ଲୋକ ହେଲେ ତେବେ ଶ୍ରୀମନ୍ଦିର ଖୋଲିଲେ ଅସୁବିଧା କଣ ବୋଲି ପ୍ରଶ୍ନ କଲେ ଦାମୋଦର ମହାସୁଆର। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାରୋଟି ପର୍ଯ୍ୟାୟରେ ଦିଆଯାଇଥିବା 5000 ଟଙ୍କା ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି କହିଲେ ପୂର୍ବତନ ସୁଆରମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର । ଚାରି ଦୁଆରେ ଡାକ୍ତର ନିୟୋଜିତ କରି 50 /50 ଜଣ ଭକ୍ତଙ୍କୁ ଛାଡିବାକୁ ଦାବି କଲେ ଦାମୋଦର।

Share this story