ନଦୀରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ନଦୀରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ମହାକାଳପଡ଼ା: ଲୁଣା ନଦୀରେ ଭାସୁଥିବା ଅବସ୍ଥାରେ ଏକ ଅଜଣା ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମହାକାଳପଡ଼ା ଅଗ୍ନିଶମ ବାହିନୀ ମୃତଦେହ ଦ୍ବୟକୁ ଉଦ୍ଧାର କରିଛି। ମାତ୍ର ଦୁଇ ଥାନାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ କୌଣସି ବି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। ଫଳରେ ଅଗ୍ନିଶମ କର୍ମଚାରୀ ଚିନ୍ତାରେ ପଡିଛନ୍ତି।

Share this story