ଯକ୍ଷ୍ମା ଜୀବାଣୁ ଚିହ୍ନଟ ଅଭିଯାନ : ସମ୍ ହସ୍ପିଟାଲ୍‌ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ

ଭୁବନେଶ୍ୱର, ଜୁଲାଇ ୪: ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ୱିଟାଲ୍‌ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍‌ଟ୍ରାଡର୍ମାଲ ସ୍କିନ୍ …

ଯକ୍ଷ୍ମା ଜୀବାଣୁ ଚିହ୍ନଟ ଅଭିଯାନ : ସମ୍ ହସ୍ପିଟାଲ୍‌ରେ ମାଗଣାରେ ସିୱାଇ ଟିବି ପରୀକ୍ଷଣ ଉପଲବ୍ଧ Read More

ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି

ଭୁବନେଶ୍ୱର, ଜୁଲାଇ ୨: ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆ ପରିଚାଳିତ …

ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି Read More

ଦଳ ବିରୋଧୀ ମୁହଁ ଲୁଚାଇ ଦୌଡ଼ିଲେ

ଭୁବନେଶ୍ୱର: ଲୁଚିଲେ, ଦୌଡ଼ିଲେ ଆଉ ଶେଷରେ ଲାଙ୍ଗୁଡ଼ ଜାକି ଅଡ଼ିଟୋରିୟମରେ ପଶି ଗଲେ। ଆଜି ଶଙ୍ଖ ଭବନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଏମଜିରେ ଗଣଧାରଣା ପାଇଁ ଶଙ୍ଖ ଭବନରେ ଏକାଠି ହୋଇଥିଲେ ଦଳର ସମସ୍ତ ବିଧାୟକ ପ୍ରାର୍ଥୀ, ସାଂସଦ …

ଦଳ ବିରୋଧୀ ମୁହଁ ଲୁଚାଇ ଦୌଡ଼ିଲେ Read More

ପୁଣି ହ୍ୱାଇଟ୍‌ ହାଉସ୍‌ରେ ହାଇଡ୍ରାମା, ଜେଲେନସ୍କିଙ୍କ ପରେ ଆଉ ଜଣେ ରାଷ୍ଟ୍ରପତିଙ୍କୁ ଘେରିଲେ ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌ରେ  ବୁଧବାର ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍‌  ରାମାଫୋସାଙ୍କୁ ଜୋରଦାର ଘେରିଛନ୍ତି । ଦୁଇଘଣ୍ଟା  ଧରି ଉଭୟଙ୍କ ମଧ୍ୟରେ ବୈଠକ ବସିଥିଲା ।  କିନ୍ତୁ ଏଥିରୁ କୌଣସି ନିର୍ଯାସ ବାହାରି ନ ଥିଲା ।  ଦ୍ୱିପାକ୍ଷିକ …

ପୁଣି ହ୍ୱାଇଟ୍‌ ହାଉସ୍‌ରେ ହାଇଡ୍ରାମା, ଜେଲେନସ୍କିଙ୍କ ପରେ ଆଉ ଜଣେ ରାଷ୍ଟ୍ରପତିଙ୍କୁ ଘେରିଲେ ଟ୍ରମ୍ପ Read More

ଭାରତକୁ ପାକିସ୍ଥାନର ନାଲି ଆଖି, ଠିକ ସମୟରେ ଜବାବ ଦେବ ଭାରତ

ଓଡ଼ିଶା: ଭାରତ ବିରୋଧରେ ବିଷ ଓଗାଳୁଛନ୍ତି ପାକିସ୍ତାନୀ ସୈନ୍ୟ ପ୍ରବକ୍ତା ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ । ଭାରତର ସିନ୍ଧୁ ଚୁକ୍ତି ବାତିଲ ପରେ ପାଣି ନ ପାଇଁ ଚିନ୍ତାରେ ପାଗଲା ହୋଇଗଲାଣି ପାକିସ୍ତାନ ।  ଭାରତକୁ ନେଇ ସେ …

ଭାରତକୁ ପାକିସ୍ଥାନର ନାଲି ଆଖି, ଠିକ ସମୟରେ ଜବାବ ଦେବ ଭାରତ Read More

ସରକାର କିଣିବେ ଆଦିବାସୀଙ୍କ ଜମି

ଭୂବନେଶ୍ବର: ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି ।  ଏଥିପାଇଁ ରାଜସ୍ୱ …

ସରକାର କିଣିବେ ଆଦିବାସୀଙ୍କ ଜମି Read More

ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ଏହି ୭ ନେତାଙ୍କ ନାଁ

ଭୂବନେଶ୍ବର: ଶୃଙ୍ଖଳା କମିଟି ଗଠନ କରିଛି ବିଜୁ ଜନତା ଦଳ । ଏହି ଶୃଙ୍ଖଳା କମିଟିରେ ରହିଛି ୭ ଜଣକ ନାଁ। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲୀକ, ସାରଦା ପ୍ରସନ୍ନ …

ବିଜେଡିର ନୂଆ ଶୃଙ୍ଖଳା କମିଟି, ତାଲିକାରେ ରହିଛି ଏହି ୭ ନେତାଙ୍କ ନାଁ Read More

ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ

ଭୁବନେଶ୍ୱର: ପାଣିପାଗ ପୂର୍ବାନୁମାନ, ଦକ୍ଷିଣ-ପଶ୍ଚିମ ମୌସୁମୀର ବାଟ  ଅନୁକୂଳ ରହିଛି । ୨-୩ ଦିନ ଭିତରେ ମୌସୁମୀ କେରଳ  ଛୁଇଁବ । ଓଡ଼ିଶା ପାଇଁ ବଡ଼ କଥା ହେଲା, ଆସନ୍ତା ୨୭ ତାରିଖ   ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା …

ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ Read More

ଶେଷ ସୀମାରେ ଇଡ଼ି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୂବନେଶ୍ୱର: ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍‌ (ଟାସ୍‌ମାକ୍) ତଥା ରାଜ୍ୟ ପରିଚାଳିତ ମଦ ନୀତିରେ ହୋଇଥିବା  ଅନିୟମିତତାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ସୁପ୍ରିମ୍‌କୋର୍ଟ  ଆଜି କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗୱାଇ ଏହି ମାମଲାର …

ଶେଷ ସୀମାରେ ଇଡ଼ି: ସୁପ୍ରିମକୋର୍ଟ Read More

ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ବହୁ ସ୍ଥାନରେ ଚଢ଼ଉ

ଭୂବନେଶ୍ବର : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ପିପିଲି ଓ ନୂଆପଡ଼ା ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, …

ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ବହୁ ସ୍ଥାନରେ ଚଢ଼ଉ Read More