କୁକୁରଙ୍କ ହୁଏ ହୃଦଘାତ, ପଶୁପ୍ରେମୀଙ୍କୁ ଝଟକା

ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି । ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି ସତ ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା …

କୁକୁରଙ୍କ ହୁଏ ହୃଦଘାତ, ପଶୁପ୍ରେମୀଙ୍କୁ ଝଟକା Read More