ସମ୍ମମ୍ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍ର ଶୁଭାରମ୍ଭଓଡ଼ିଶାର ପ୍ରଥମ
ଭୁବନେଶ୍ୱର, ସେପେ୍ଟମ୍ବର ୫: ଅତ୍ୟାଧୁନିକ ରକ୍ତନଳୀ ଏବଂ ଇଂଟରଭେନସନାଲ୍ ଚିକିତ୍ସା କ୍ଷେତ୍ରରେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ମମ୍ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମର ଶୁଭାରମ୍ଭ ନିକଟରେ କରାଯାଇଛି …
ସମ୍ମମ୍ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍ର ଶୁଭାରମ୍ଭଓଡ଼ିଶାର ପ୍ରଥମ Read More