ହକି ପାଇଁ ହଟୁଛି ଜବରଦଖଲ : ଏନ୍ଫୋର୍ସମେଣ୍ଟ ଟିମକୁ ହଇରାଣ କରୁଛନ୍ତି ସୁର

sura rout

ଜାନୁୟାରିରେ ଥିବା ହକି ବିଶ୍ୱକପ୍ ପାଇଁ ଜବରଦଖଲ ଉଚ୍ଛବ କୋରଦାର ହୋଇଛି। ଦୁଇ ଦିନର ଜୋରଦାର ଉଚ୍ଛେଦ ପରେ ତୃତୀୟ ଦିନରେ ଏନ୍‌ଫୋର୍ସମେଣ୍ଟ ସ୍କାନକୁ ଝଟକା ଲାଗିଛି । କଟକ ବିଧାୟକ ସୁରେଶ କୁମାର ରାଉତରାୟ ଏନ୍‌ଫୋର୍ସମେଣ୍ଟ ସ୍କାଡ୍ ଆଗରେ ପ୍ରତିବନ୍ଧକ ହୋଇ ଠିଆ ହେବା ଯୋଗୁଁ ଜବରଦଖଲ ଉଚ୍ଛେଦ ଆହ୍ବାନପୂର୍ଖ ହୋଇଛି। ଫଳରେ ଯେଉଁ ଲକ୍ଷ୍ୟ ନେଇ ବର୍ତ୍ତମାନ ସହରରେ ଉଚ୍ଛେଦ କରାଯାଉଛି, ତାହା ପୂରଣ ହେବ କି ନାହିଁ ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଧବାର ରାଜଧାନୀର ବିଭିନ୍ନ ବେଆଇନ୍ ନିର୍ମାଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ଜଟଣୀ ବିଧାୟକ ହଠାତ୍ ଆବିର୍ଭାବ ହୋଇ ଏହାକୁ ବିରୋଧ କରିବା ସହିତ ଉଚ୍ଛେଦକୁ ଅଟକାଇଥୋଲା । ମିଳିଥିବା ସୂଚନ ଅନୁଯାୟୀ କଳିଙ୍ଗ ନଗର ଉଚ୍ଛେଦ ପାଇଁ ଯୋଜନା କରି ବିଡିଏର ୩ଟି ଏନ୍‌ଫୋର୍ସମେଣ୍ଟ ସ୍କାନ୍ ଘଟଣାବଳକୁ ଯାଇଥିଲେ ସ୍ଥାନରେ ଜାତୀୟ ରାଜପଥ ଠାରୁ କଳିଙ୍ଗ ନଗର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଏନଫୋର୍ସମେଣ୍ଟ ସ୍କାର୍୧୨ ଓ ୩ ପହଞ୍ଚିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। 

ମାତ୍ର କଟଣା ବିଧାୟକ ଶ୍ରୀ ରାଉତରାୟ ଆସି ଗଚ୍ଛେଦ କାର୍ଯ୍ୟକୁ ବିରୋଧ କରିବା ସହିତ ଏହାକୁ ବନ୍ଦ କରିବାକୁ କହିଥିଲେ। ବିଧାୟକଙ୍କ ମାତ୍ରାଧିକ ହସ୍ତକ୍ଷେପ ଫଳରେ ଏନଫୋର୍ସମେଣ୍ଟ ଟିମ ହଟହଟା ହୋଇ ପଛକୁ ଫେରିଥିଲା । ଏହି ଉତ୍ସବରେ ମାତ୍ର ୨ଟି ଟିଣ ଦୋକାନ ଘର, ୩ଟି ଦୋକାନ, ୨ଟି କ୍ୟାବିନ, ୪ଟା ଟି ବିଜ୍ଞାପନ ବୋର୍ଡ ଭଙ୍ଗିବାରେ ଏନ୍‌ଫୋର୍ସମେଣ୍ଟ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଜବରଦଖଲକାରୀ ସୁରକ୍ଷିତ ରହିବାକୁ ସଫଳ ହୋଇଥିଲେ । ଭୁବନେଶ୍ୱରରେ ହେଉଥିବା ଜବରଦଖଲ ଉଚ୍ଛେଦ ସମୟରେ ବିଭିନ୍ନ ଦଳର ରାଜନେତା ମାନେ ଆସି ପହଞ୍ଚିଛନ୍ତି । ରାଜନେତାମାନେ ଉଚ୍ଛବ ବନ୍ଦ କରିବାକୁ ଚାପ ପକାଇଥିବା ବେଳେ ଜଗଇଜାଗାମାନ ମଧ୍ୟ ଉତ୍ସାହିତ ହେଉଛନ୍ତି । ଏପାଇଁ ବେଆଇନ ନିର୍ମାଣ ବୃଦ୍ଧି ବା ସହିତ ସରକାରୀ ଜମି ଜବରଦଖଲ ବଢ଼ି ଚାଲିଛି । ବହୁ ଲୋକ ରାସ୍ତାଳର ମୂଲ୍ୟବାନ ଜମି ମାଡ଼ିବସିଡୋକାନ ଘର ତିଆରି କରି ଲକ୍ଷଲକ୍ଷ ଟଙ୍କା ଦୋଜଗାର କରୁଛନ୍ତି । ଏହାହାର ଜାଗା ନିର୍ମାଣଠୁ ଆମ କରି ଡ୍ରେନ ନିର୍ମାଣ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଆଦିରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।

ଅନ୍ୟପଟେ ବୁଧବାର ରାଜଧାନୀର ଅନ୍ୟ କିଛି ଅଞ୍ଚଳରେ ତାଳଦ କରାଯାଇଛି। ସ୍କାନ୍‌ ନଂ ୯,୧୦,୧୧, ଓ ୧୨ ଅଚାର୍ଯ୍ୟ ବିହାର ଜଳରୁ ଜୟଦନ ବିହାର ପର୍ଯ୍ୟନ୍ତ ଉଚ୍ଛେଦ କରିଛନ୍ତି । ଏଥର ୫ଟି କ୍ୟାବିନ ୨ଟି ମାଂସ ପଦାକାନ, ୩ଟି ପିଣ୍ଡି ଟି ହୋଟେଲ, ଗୋଟିଏ ମନ୍ଥ ତୋଳାନ ଉଚ୍ଛେଦ କରାଯାଇଛି । ଏହି ସ୍କାନ ପକ୍ଷରୁ ଅଧିକ୍ଷକ ନଗର, ବାପୁଜୀ ନଗର, ଖାରବେଳ ନିଜର, ପଲାସପଲ୍ଲୀ ଠାରୁ କଇଳାଙ୍କ ଯାଏ ମନେଟ ଚେକିଂ କରଯାଇ ଧୂଳ । ବିଭିନ୍ନ ସ୍ଥାନରେ ଏହି ସ୍କାଡ୍ ଚର ନାନ୍ କରି ହୋଇଥିବା ପଲିନ ଦିନ କରିଥିଲା । ଦୋକାନୀଙ୍କଠାରୁ ମୋଟ ୨୦ କୋଟି ସିଳ୍ ପଲିଥନ ଗତ ୧୦ ଦଳାର ୮ ଜରିମାନା ଟଙ୍କା ଆଦାୟ କରାଯାଇଛି । ସେହିଭଳି ଆଉ ଦୁଇଟି ଜାଗାରେ ସ୍କାଡ଼ ୫, ୬, ୭ ଓ ୮ ଏବଂ ୧୩,୧୪, ୧୫ ଓ ୧୬  ଯଥାକ୍ରମେ ଡିଏସ୍ଏସ୍. ନଗର, ଫାୟର ଷ୍ଟେସନ ଛକ, ସିଆରପି ଛକ, ଓୟୁଏଟି ସ୍ଥଳ, ନୂଆପଲ୍ଲୀ ଅଞ୍ଚଳର ଉଚ୍ଛେଦ କରିଛି ।

Share this story