ସପିଂ ମଲରୁ ଚୋରି କରୁଥିଲେ ମହିଳା, ଧରାପଡିବା ପରେ କଣ କହିଲେ, ଦେଖନ୍ତୁ ଭିଡିଓ
Mar 26, 2021, 16:37 IST

ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ଥିବା ଏକ ସପିଂ ମଲ ରୁ ଚୋରି କରୁଥିବା ବେଳେ ଗତ ଗୁରୁବାର ଜଣେ ମହିଳାଙ୍କୁ ଧରିଛନ୍ତି ସୁରକ୍ଷାକର୍ମୀ । ତାଙ୍କ ନିକଟରୁ ହଜାର ହଜାର ଟଙ୍କାର ଦାମୀ ଚକୋଲେଟ ଠାବ କରାଯାଇଛି ।
ଚୋରି କରି ଶାଢ଼ୀ ଭିତରେ ପୁରାଇ ନେଉଥିବା ବେଳେ ସିସିଟିଭି ଦୃଶ୍ୟ ଆଧାରରେ ତାଙ୍କୁ ଠାବ କରାଯାଇଥିଲା । ତେବେ କିଭଳି ସେ ଏହି ଜିନିଷ ଗୁଡିକୁ ନେଉଥିଲେ ଓ ଧରାପଡିବା ପରେ କଣ କହିଲେ, ଦେଖନ୍ତୁ ଏହି ଭିଡିଓ ।