ସୋଏବ ଅଫତାବ ହେଲେ ଓଡ଼ିଶାର NEET ଟପ୍ପର
Fri, 16 Oct 2020

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। ଓଡ଼ିଶାର ସୋଏବ ଅଫତାବ ହେଲେ NEET ଟପ୍ପର। ସେ ମୋଟ୍ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି। ତାଙ୍କ ଘର ରାଉରକେଲାରେ ବୋଲି ଜଣାପଡ଼ିଛି। ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ NEET ଟପ୍ପର ହୋଇଛନ୍ତି। ଏମିତିକି NEETରେ ସେ ୧୦୦% ରଖିବାରେ ମଧ୍ୟ ପ୍ରଥମ ହୋଇଛନ୍ତି।